Indus Valley Times

ଆରମ୍ଭ ହେଲା ହେଲା କୋଭାକ୍ସିନର ହ୍ୟୁମାନ୍ ଟ୍ରାଏଲ୍ , ତିନୋଟି ପର୍ଯ୍ୟାୟରେ ହେବ ପରୀକ୍ଷଣ

 Breaking News

ଆରମ୍ଭ ହେଲା ହେଲା କୋଭାକ୍ସିନର ହ୍ୟୁମାନ୍ ଟ୍ରାଏଲ୍ , ତିନୋଟି ପର୍ଯ୍ୟାୟରେ ହେବ ପରୀକ୍ଷଣ

July 07
13:07 2020

ହାଇଦ୍ରାବାଦ, ୭।୭: ଭାରତରେ ମଙ୍ଗଳବାରଠୁ ଆରମ୍ଭ ହୋଇଛି କରୋନା ଭାକସିନର ହ୍ୟୁମାନ୍ ଟ୍ରାଏଲ୍ ।ଦେଶର ପ୍ରଥମ ସ୍ବଦେଶୀ କୋଭିଡ୍-୧୯ ଟୀକାକୁ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆନ୍ ମେଡିସିନ୍ ଦ୍ବାରା ହ୍ୟୁମାନ ଟ୍ରାଏଲ ପାଇଁ ଅନୁମତି ମିଳିଛି ।
‘କୋଭାକ୍ସିନ୍’ ନାମକ ଟୀକା ବିକାଶ ଭାରତ ବାୟୋଟେକ୍ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନଆଇଭି) ସହିତ ମିଳିତ ଭାବରେ ବିକଶିତ କରିଛନ୍ତି ।
ଦେଶରେ ମଙ୍ଗଳବାରଠାରୁ ଏହି ଟୀକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିଛି କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଟୀକାର ବିକାଶରେ ଆଇସିଏମଆର ଏବଂ ଏନଆଇଭିର ସହଯୋଗ ଗୁରୁତ୍ବପୂର୍ଣ୍ଣ ।ଭାକସିନ୍ ଟ୍ରାଏଲ୍ ପାଇଁ ୧୨ଟି ସଂସ୍ଥାକୁ ଚୟନ କରାଯାଇଛି । ପାଟନା ଏମ୍ସ ଏହି ସଂସ୍ଥାରେ ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031