Indus Valley Times

ଉତ୍କଳ ହସ୍ପିଟାଲ ସିଇଓ ନିଲମ୍ବିତ

 Breaking News

ଉତ୍କଳ ହସ୍ପିଟାଲ ସିଇଓ ନିଲମ୍ବିତ

ଉତ୍କଳ ହସ୍ପିଟାଲ ସିଇଓ ନିଲମ୍ବିତ
July 17
19:58 2022

ଭୁବନେଶ୍ୱର,୧୭/୭: ନିଲମ୍ବିତ ହେଲେ ଉତ୍କଳ ହସ୍ପିଟାଲର ସିଇଓ ଡାକ୍ତର ଆଲୋକ ଲୋଧା । ପଡିଲା ନିଯୁକ୍ତି କ୍ଷେତ୍ରରେ ଅଣ ଓଡ଼ିଆଙ୍କୁ ଅଗ୍ରାଧିକାର ପଡିଲା ମହଙ୍ଗା । କିଛି ଦିନ ତଳେ ଉତ୍କଳ ହସ୍ପିଟାଲରେ ଓପିଡି ମ୍ୟାନେଜର ନିଯୁକ୍ତି କ୍ଷେତ୍ରରେ ଅଣ ଓଡିଆ କେବଳ ଚାକିରି ପାଇଁ ଆବେଦନ କରିପାରିବେ ବୋଲି ବିଜ୍ଞାପନ ଦେଇଥିଲେ ସେ । ଉତ୍କଳ ହସ୍ପିଟାଲର ଓପିଡି ମ୍ୟାନେଜର ପାଇଁ କେବଳ ଅଣଓଡ଼ିଆ ପ୍ରାର୍ଥୀ ଆବେଦନ କରିପାରିବେ ବୋଲି ସେ ବିଜ୍ଞାପନ ଦେଇଥିଲେ । ଅଣଓଡ଼ିଆ ଆବେଦନକାରୀଙ୍କୁ ହିଁ ନିଯୁକ୍ତି ମିଳିବ ବୋଲି ସ୍ପଷ୍ଟ କରିଥିଲେ । ଏହାକୁ ସୋସିଆଲ ମିଡିଆରେ ଚାରିଆଡ଼ୁ ବିରୋଧ କରାଯାଇଥିଲା । ଅନେକ ସାମ୍ବାଦିକ, ସମାଜସେବୀ, ବୁଦ୍ଧିଜୀବୀ ଏହାକୁ ନିନ୍ଦା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031