Indus Valley Times

ଉପରାଷ୍ଟ୍ରପତି ନିର୍ବାଚନ: ଧନଖଡ଼ଙ୍କୁ ସମର୍ଥନ ଦେବ ବିଜେଡି, ନାମାଙ୍କନ ସମୟରେ ଉପସ୍ଥିତ ରହିବେ ଦଳୀୟ ସାଂସଦ

 Breaking News

ଉପରାଷ୍ଟ୍ରପତି ନିର୍ବାଚନ: ଧନଖଡ଼ଙ୍କୁ ସମର୍ଥନ ଦେବ ବିଜେଡି, ନାମାଙ୍କନ ସମୟରେ ଉପସ୍ଥିତ ରହିବେ ଦଳୀୟ ସାଂସଦ

ଉପରାଷ୍ଟ୍ରପତି ନିର୍ବାଚନ: ଧନଖଡ଼ଙ୍କୁ ସମର୍ଥନ ଦେବ ବିଜେଡି, ନାମାଙ୍କନ ସମୟରେ ଉପସ୍ଥିତ ରହିବେ ଦଳୀୟ ସାଂସଦ
July 17
20:25 2022

ଭୁବନେଶ୍ୱର, ୧୭/୭: ଏନ୍ଡିଏ ସମର୍ଥିତ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ୍ ଧନଖଡ଼ଙ୍କୁ ସମର୍ଥନ ଦେବ ବିଜେଡି । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟଙ୍କ ସହିତ କଥା ହୋଇଛନ୍ତି ।
ଜଗଦୀପ୍ଙ୍କୁ ସମର୍ଥନ ଦେବା ପାଇଁ ମୋଦୀ ନବୀନ୍ଙ୍କୁ ନିବେଦନ କରିଥିଲେ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ପ୍ରତିଶୃତି ଦେଇଛନ୍ତି ।
ଜଗଦୀପ୍ଙ୍କ ନାମାଙ୍କନ ସମୟରେ ମଧ୍ୟ ବିଜେଡିର ସାଂସଦ ଉପସ୍ଥିତ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031