Indus Valley Times

ଓଡ଼ିଶାରେ ସର୍ବାଧିକ ୧୩ ଜଣ ଙ୍କ ମୁଣ୍ଡ ନେଲା କରୋନା

 Breaking News

ଓଡ଼ିଶାରେ ସର୍ବାଧିକ ୧୩ ଜଣ ଙ୍କ ମୁଣ୍ଡ ନେଲା କରୋନା

ଓଡ଼ିଶାରେ ସର୍ବାଧିକ ୧୩ ଜଣ ଙ୍କ ମୁଣ୍ଡ ନେଲା କରୋନା
August 26
12:24 2020

ଭୁବନେଶ୍ବର ୨୬।୮: ଓଡ଼ିଶାରେ କରୋନାର ସ୍ଥିତ ଦିନକୁ ଦିନ ସଂଙ୍ଗିନୀ ହେଉଛି । ଆଜି ସର୍ବାଧିକ ୩୩୭୧ କରେନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୧୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
୧୩ ମୃତକଙ୍କ ମଧ୍ୟରୁ ସମ୍ବଲପୁର, ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଁଏ, ଗଞ୍ଜାମ, କଟକ ଜିଲ୍ଲାରୁ ୨ ଜଣ ଲେଖାଏଁ, କେନ୍ଦୁଝର, ଖୋର୍ଦ୍ଧା, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031