Indus Valley Times

ଓଡ଼ିଶାର ୧୨ଟି ସହରର ୧୭ଟି ଅଳଙ୍କାର ଦୋକନରେ ଜିଏସଟି ବିଭାଗ ପକ୍ଷରୁ ବଡ଼ ଧରଣ ଚଢ଼ାଉ

 Breaking News

ଓଡ଼ିଶାର ୧୨ଟି ସହରର ୧୭ଟି ଅଳଙ୍କାର ଦୋକନରେ ଜିଏସଟି ବିଭାଗ ପକ୍ଷରୁ ବଡ଼ ଧରଣ ଚଢ଼ାଉ

ଓଡ଼ିଶାର ୧୨ଟି ସହରର ୧୭ଟି ଅଳଙ୍କାର ଦୋକନରେ ଜିଏସଟି ବିଭାଗ ପକ୍ଷରୁ ବଡ଼ ଧରଣ ଚଢ଼ାଉ
October 04
16:17 2021

ଭୁବନେଶ୍ୱର, ୪/୧୦: ଓଡ଼ିଶାର ୧୨ ଟି ସହରର ଜିଏସଟି ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ ଜାରି ରହିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ୧୨ ଟି ସହରର ୧୭ ଟି ଅଳଙ୍କାର ଦୋକାନରେ ସିଟି ଜିଏସଟି ବିଭାଗର ବଡ଼ ଧରଣର ଚଢ଼ାଉ ଚାଲିଛି।
ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ବରଗଡ଼ ଭଳି ୧୨ ଟି ସହରର ବିଭିନ୍ନ ସ୍ଥାନରେ ଏକକାଳୀନ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ସୁନାର ଓଜନ, ମାନ ପରୀକ୍ଷା କରାଯାଉଛି। ଏହାଛଡ଼ା ଜିଏସଟି ଠକେଇ ହୋଇଛି କି ନାହିଁ ତା’ଉପରେ ବି ନଜର ରଖିଛି ବିଭାଗ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031