Indus Valley Times

କଂଗ୍ରେସକୁ ଝଟ୍‌କା: କାଟ ଖାଇଲା ଅନାସ୍ଥା

 Breaking News

କଂଗ୍ରେସକୁ ଝଟ୍‌କା: କାଟ ଖାଇଲା ଅନାସ୍ଥା

September 22
17:55 2025

ଭୁବନେଶ୍ୱର,୨୨/୯: ଅନାସ୍ଥା ନୋଟିସ ଅଗ୍ରାହ୍ୟ ପରେ କକ୍ଷତ୍ୟାଗ କଲା କଂଗ୍ରେସ। କକ୍ଷତ୍ୟାଗ ପରେ ପ୍ରତିବାଦରେ ଗାନ୍ଧିମୂର୍ତ୍ତି ତଳେ କଂଗ୍ରେସ ସଦସ୍ୟ ଧାରଣା ଦେଇଛନ୍ତି। ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି। ଭାଜପା, ବିଜେଡି ମିଶିକି ଗୃହକୁ ଜାଣିଶୁଣି ଅଚଳ କରିଛନ୍ତି।
ସୋମବାର ଗୃହରେ କଂଗ୍ରେସର ଅନାସ୍ଥା ନୋଟିସ ଅଗ୍ରାହ୍ୟ କରିଛନ୍ତି ବାଚସ୍ପତି। ବାଚସ୍ପତି କହିଛନ୍ତି, ଗୃହରେ ଅଚଳାବସ୍ଥା ଯୋଗୁ ଅବଧି ସରିଛି ବୋଲି ଜଣାଇଥିଲି। ଅନାସ୍ଥା ନୋଟିସ ଆସିବାର ପରଦିନ ଗୃହକୁ ଆଣିବାକୁ ନିର୍ଦ୍ଦେଶ ଦେଇଥିଲି। ମାତ୍ର ଗୃହ ସ୍ବାଭାବିକ ନ ଥିବାରୁ ଗୃହକୁ ଆସି ପାରି ନଥିଲା ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031