Legatus

କଟକରେ ଗଣେଶ ପୂଜା ନେଇ ଛୁରାମାଡ଼, ୨ ଆହତ ହସ୍ପିଟାଲରେ ଭର୍ତ୍ତି

 Breaking News

କଟକରେ ଗଣେଶ ପୂଜା ନେଇ ଛୁରାମାଡ଼, ୨ ଆହତ ହସ୍ପିଟାଲରେ ଭର୍ତ୍ତି

କଟକରେ ଗଣେଶ ପୂଜା ନେଇ ଛୁରାମାଡ଼, ୨ ଆହତ ହସ୍ପିଟାଲରେ ଭର୍ତ୍ତି
September 19
20:31 2023

କଟକ,୧୯/୯: କଟକରେ ଗଣେଶ ପୂଜାକୁ ନେଇ ଛୁରାମାଡ଼। ଦୁଇ ଗୋଷ୍ଠୀ ବିବାଦ ନେଇ ଛୁରାମାଡ଼ରେ ଦୁଇ ଜଣ ଲୋକ ଆହତ ହୋଇଛନ୍ତି। ବିଡାନାସୀ ନୂଆସାହି ଅଞ୍ଚଳରେ ଘଟିଛି ଏହି ଅଘଟଣ।
ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସାହିରେ ଚାଲି ଥିବା ପୂଜାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବିଡାନାସୀ ପୁଲିସ। ଛୁରାମାଡ଼ କରି ଥିବା ଦୁଇ ଅଭିଯୁକ୍ତ ଅଟକ ରହିଥିବା ସୂଚନା।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930