Legatus

କଟକ ଜିଲ୍ଲା ଅବସର ସରକାରୀ କର୍ମଚାରୀ ସଂଘ ଦ୍ୱାରା ସ୍ବାସ୍ଥ୍ୟ ପରାମର୍ଶ ଶିବିର

 Breaking News

କଟକ ଜିଲ୍ଲା ଅବସର ସରକାରୀ କର୍ମଚାରୀ ସଂଘ ଦ୍ୱାରା ସ୍ବାସ୍ଥ୍ୟ ପରାମର୍ଶ ଶିବିର

କଟକ ଜିଲ୍ଲା ଅବସର ସରକାରୀ କର୍ମଚାରୀ ସଂଘ ଦ୍ୱାରା ସ୍ବାସ୍ଥ୍ୟ ପରାମର୍ଶ ଶିବିର
September 28
18:40 2024

ବରଦା ଦାସଙ୍କ ରିପୋର୍ଟ
କଟକ , ୨୮/୯ : କଟକ ଜିଲ୍ଲା ଅବସର ସରକାରୀ କର୍ମଚାରୀ ସଂଘ ତରଫରୁ ନିଜସ୍ଵ କାର୍ଯ୍ୟମାଳୟରେ ସଭ୍ୟ ସଭ୍ୟା ମାନଙ୍କର ଏକ ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଉପଦେଷ୍ଟା ଡାକ୍ତର ସଂଜିତ୍ ପଟ୍ଟନାୟକ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ।
ବିଶେଷଜ୍ଞ ଡାକ୍ତର ଏସ କେ ଗିରି ,ବି ବି ନାୟକ, ଅନୁଶୟା ନନ୍ଦ ଦୀର୍ଘ ସମୟ ଧରି ସମସ୍ତ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରୀ ଔଷଧ ବିଷୟ ପରାମର୍ଶ ଦେଇଥିଲେ ।
ଏଥି ସହ ନିୟମିତ ମାସିକ ସଙ୍ଘ୍ ର କାର୍ଯ୍ୟ କାରି କମିଟି ବୈଠକ ଅନୁଷ୍ଠିତ ହୋଇ ସଂଘ ର ବିଭିନ୍ନ ସଭା ଓ କାର୍ଯ୍ୟକ୍ରମକୁ ଆଗେଇ ନେବା ସମର୍କରେ ଆଲୋଚନା ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930