Indus Valley Times

କାମ ବେଳେ ଧସିଲା ମାଟି ଅତଡ଼ା, ୩ ଶ୍ରମିକ ମୃତ

 Breaking News

କାମ ବେଳେ ଧସିଲା ମାଟି ଅତଡ଼ା, ୩ ଶ୍ରମିକ ମୃତ

କାମ ବେଳେ ଧସିଲା ମାଟି ଅତଡ଼ା, ୩ ଶ୍ରମିକ ମୃତ
May 16
11:12 2024

ଯାଜପୁର, ୧୬/୫: ଯାଜପୁର ଜିଲ୍ଲା ବିଞ୍ଝାରପୁର କପିଳା ରାହାଁସ ନିକଟରେ ଗତ ରାତିରେ ମାଟି ଅତଡ଼ା ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଲ ଆଣ୍ଡ ଟି ପାଇପ ଲାଇନ କାମ ବେଳେ ଏହି ଅଘଟଣ ଘଟିଛି। ମୃତ ୩ ଜଣ ତାମିଲନାଡ଼ୁ ଓ ବିହାରର ବୋଲି ଜଣାପଡ଼ିଛି।
କପିଳା ପଞ୍ଚାୟତ ରାହାଁସ ନିକଟରେ ଏଲ ଆଣ୍ଡ ଟି କମ୍ପାନୀର ପାଇପ ଲାଇନ୍ କାମ ଚାଲିଛି। ଗତ ରାତିରେ କାମ ଚାଲିଥିବା ବେଳେ ତଳେ ୩ ଶ୍ରମିକ କାମ କରୁଥିଲେ। ହଠାତ୍ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031