Indus Valley Times

କାଲିଠୁ କମିବ ଶୀତ ! ବଢିବ ରାତି ତାପମାତ୍ରା

 Breaking News

କାଲିଠୁ କମିବ ଶୀତ ! ବଢିବ ରାତି ତାପମାତ୍ରା

January 20
19:02 2025

ଭୁବନେଶ୍ୱର,୨୦/୧: ରାଜ୍ୟରେ ୨୨ ତାରିଖ ଯାଏ ଘନ କୁହୁଡ଼ି ନେଇ ୪ ଜିଲାକୁ ୟେଲୋ ଓ୍ବାର୍ନିଂ କରାଯାଇଛି। ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳକୁ ୟେଲୋ ଓ୍ବାର୍ନିଂ କରାଯାଇଛି।
ମଙ୍ଗଳବାରଠାରୁ ଶୀତ କମିବ, ରାତିରେ ତାପମାତ୍ରା ବଢ଼ିବ। ପଶ୍ଚିମା ଝଡ଼ ପ୍ରଭାବରେ ଶୀତ କମିବା ସମ୍ଭାବନା ରହିଛି। ୨୨ ଓ ୨୩ରେ ବଙ୍ଗୋପସାଗରରେ ଗୁରୁଚାପ ବଳୟର ସୃଷ୍ଟି ସମ୍ଭାବନା ରହିଛି।
ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବାରୁ ବଢ଼ିବ ତାପମାତ୍ରା। ଗୁରୁଚାପ ବଳୟ ହେତୁ ଘନକୁହୁଡ଼ି ସମ୍ଭାବନା ରହିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930