Indus Valley Times

କାଳ ହେଲା ରିଲ୍ସ ନିଶା, ଅସାବଧାନତା ବଶତଃ ପାଣି ଭିତରକୁ ଖସି ପଡିଲେ ଦୁଇ ଯୁବତୀ

 Breaking News

କାଳ ହେଲା ରିଲ୍ସ ନିଶା, ଅସାବଧାନତା ବଶତଃ ପାଣି ଭିତରକୁ ଖସି ପଡିଲେ ଦୁଇ ଯୁବତୀ

କାଳ ହେଲା ରିଲ୍ସ ନିଶା, ଅସାବଧାନତା ବଶତଃ ପାଣି ଭିତରକୁ ଖସି ପଡିଲେ ଦୁଇ ଯୁବତୀ
February 06
14:35 2024

ମାଲକାନଗିରି,୬/୨: ସୋଶାଲ ମିଡିଆରେ ଆଜିକାଲି ରିଲ୍ସର କ୍ରେଜ କାହିଁରେ କେତେ। ଯୁବବର୍ଗ ବି ଦିନରାତି ଏଥିରେ ମାତୁଛନ୍ତି।
ଲାଇକ୍, କମେଣ୍ଟ, ଶେଆର ମାୟାରେ ବାୟା ଯୁବପୀଢ଼ି ବହୁ ସମୟରେ ଏଥିପାଇଁ ଅକାଳରେ ଜୀବନ ହାରୁଛନ୍ତି। ଏପରି ସମାନ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ।
କୁଡୁମୁଲୁଗୁମ୍ମାର ୨ ଯୁବତୀ ପରିବାର ସହ ଗୋବିନ୍ଦପାଲ୍ଲି ଗୁମ୍ମାଝରଣ ଜଳପ୍ରପାତକୁ ପିକନିକ୍ ପାଇଁ ଆସିଥିଲେ। ବୁଲାବୁଲି ସମୟରେ ଏମାନେ ମୋବାଇଲରେ ରିଲ୍ସ କରୁଥିଲେ।
ଜଳପ୍ରପାତରେ ରିଲ୍ସ କରୁ କରୁ ପ୍ରଖର ସୁଅରେ ଭାସି ଯାଇଥିଲେ ୨ ଯୁବତୀ। ପ୍ରଖରସ୍ରୋତ କାରଣରୁ ସେମାନେ ଆଉ ପାଣି ଭିତରୁ ବାହାରି ପାରିନଥିଲେ। ତେବେ ସେମାନଙ୍କ ସହ ଯାଇଥିବା ଦୁଇ ଡ୍ରାଇଭର ପାଣି ଭିତରକୁ ଯାଇ ସେମାନଙ୍କୁ ଉଦ୍ଧାର
ଗୁମ୍ମାଝରଣ ଜଳପ୍ରପାତରେ ବାରମ୍ବାର ଏଭଳି ଅଘଟଣ ଘଟୁଛି। ସୁରକ୍ଷାବାଡ ନଥିବାରୁ ଏଭଳି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031