Indus Valley Times

ଗଜପତି :ଓଲଟିଲା ଯାତ୍ରୀ ବାହି ବସ୍; ୨ ମହିଳା ମୃତ

 Breaking News

ଗଜପତି :ଓଲଟିଲା ଯାତ୍ରୀ ବାହି ବସ୍; ୨ ମହିଳା ମୃତ

January 20
19:15 2023

ଗଜପତି,୨୦/୧: ଘାଟିରେ ବସ୍ ଓଲଟି ୨ ମହିଳା ମୃତ ଓ ୧୫ ଆହତ। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ପାତ୍ରପୁର ବ୍ଲକ କାନକଟା ଘାଟିରେ ଏହି ଦୁର୍ଘଟଣା ଘଟିଛି। ଏହି ବସ୍ ଗଜପତି ଜିଲ୍ଲା ରାୟଗଡ଼ରୁ ପାତ୍ରପୁର ଫେରୁଥିଲା।
ମୃତକଙ୍କ ମଧ୍ୟରୁ ଜଣେ ମୋହନା ଅଞ୍ଚଳରେ ଥିବା ବେଳେ ଅନ୍ୟଜଣକ ପାତ୍ରପୁର ବୋଲି ଜଣାପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ି ଦ୍ୱାରା ପାତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଡ୍ରାଇଭର ଭାରସାମ୍ୟ ହରାଇବା ପରେ ବସ୍ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣାକୁ ନେଇ ଏଠାରେ ଉତ୍ତେଜନା ଲାଗି ରହିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031