Indus Valley Times

ଗୋଟିଏ ନସରୁଣୁ ୯ରୁ ଆଉ ଏକ ଲଘୁଚାପ

 Breaking News

ଗୋଟିଏ ନସରୁଣୁ ୯ରୁ ଆଉ ଏକ ଲଘୁଚାପ

ଗୋଟିଏ ନସରୁଣୁ ୯ରୁ ଆଉ ଏକ ଲଘୁଚାପ
October 04
16:25 2020

ଭୁବନେଶ୍ୱର,୪/୧୦: ସେଷ୍ଟେମ୍ବର ୯ ତାରିଖରୁ ଉତ୍ତର ଆଣ୍ଡାମାନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ପଶ୍ଚିମ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ୨ରୁ ୩ ଦିନରେ ଏହା ଡିପ୍ରେସନରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ୧୧ରୁ ୧୩ ମଧ୍ୟରେ ବର୍ଷା ଲାଗି ରହିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031