Indus Valley Times

ଜବରଦଖଲ କି ଭଡ଼ା ଲାଗିବନି ସରକାରୀ କ୍ବାର୍ଟର

 Breaking News

ଜବରଦଖଲ କି ଭଡ଼ା ଲାଗିବନି ସରକାରୀ କ୍ବାର୍ଟର

ଜବରଦଖଲ କି ଭଡ଼ା ଲାଗିବନି ସରକାରୀ କ୍ବାର୍ଟର
November 24
18:01 2024

ଭୁବନେଶ୍ୱର,୨୪/୧୧: ସରକାରୀ କ୍ୱାର୍ଟରକୁ ଭଡ଼ାରେ ଲଗାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଲଟମେଣ୍ଟ ପାଇଥିବା ବ୍ୟକ୍ତି ଏବଂ ଭଡ଼ାରେ ରହୁଥିବା ବ୍ୟକ୍ତି ଉଭୟେ ଦୋଷୀ ସାବ୍ୟସ୍ତ ହେବେ।
ଅନେକ କ୍ୱାର୍ଟର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ଆଉ କିଛି କ୍ୱାର୍ଟରକୁ କିଛି ଲୋକ ଅକ୍ତିଆର କରିବସିଛନ୍ତି। ଜିଏ ବିଭାଗ ଏନେଇ ଏକ ତାଲିକା ପ୍ରସ୍ତୁତ କରୁଛି, ଉଚ୍ଛେଦ କାର‌୍ୟ୍ୟ ଆରମ୍ଭ ହେଲାଣି। ପୁରୁଣା କ୍ୱାର୍ଟରକୁ ଭାଙ୍ଗି ନୂଆ କ୍ୱାର୍ଟର ସବୁ ତିଆରି କରାଯିବ। ଯେପରିକି ଗୋଟିଏ ସ୍ଥାନରେ ବହୁ ଲୋକ ରହିପାରିବେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930