Indus Valley Times

ଜୁଆ ଆଡ୍ଡା ଉପରେ ଚଢାଉ ୪ ଅଟକ ୩୦୦୧ ଟଙ୍କା ଜବତ

 Breaking News

ଜୁଆ ଆଡ୍ଡା ଉପରେ ଚଢାଉ ୪ ଅଟକ ୩୦୦୧ ଟଙ୍କା ଜବତ

July 31
18:29 2020

ବୈାଦ୍ଧ,୩୦/୭: ବୈାଦ୍ଧ ସହର ରାଜବାଟୀ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଆଜି ସନ୍ଧ୍ୟାରେ ପୋଲିସ ଚଢାଉ କରି ୪ ଜଣ ଜୁଆରୀଙ୍କୁ ଧରି ଅଟକ ରଖିଥିବା ବେଳେ ଘଟଣାସ୍ଥଳରୁ ତିନି ହଜାର ଶହେ ଟଙ୍କା ଜବତ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031