Indus Valley Times

ଟଙ୍କା ଭଳି ଏଟିଏମ୍‌ରୁ ବାହାରିବ ଚାଉଳ, ଘୋଷଣା ଅନୁଯାୟୀ ୩୧୦୦ ଟଙ୍କାର କିଣାଯିବ ଧାନ: ମନ୍ତ୍ରୀ

 Breaking News

ଟଙ୍କା ଭଳି ଏଟିଏମ୍‌ରୁ ବାହାରିବ ଚାଉଳ, ଘୋଷଣା ଅନୁଯାୟୀ ୩୧୦୦ ଟଙ୍କାର କିଣାଯିବ ଧାନ: ମନ୍ତ୍ରୀ

ଟଙ୍କା ଭଳି ଏଟିଏମ୍‌ରୁ ବାହାରିବ ଚାଉଳ, ଘୋଷଣା ଅନୁଯାୟୀ ୩୧୦୦ ଟଙ୍କାର କିଣାଯିବ ଧାନ: ମନ୍ତ୍ରୀ
June 20
20:25 2024

ଭୁବନେଶ୍ୱର,୨୦/୬: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଏହି ଚାଉଳ ATM ଖୋଲିବ। ଏଥିପାଇଁ ହିତାଧିକାରୀଙ୍କୁ ସ୍ୱତନ୍ତ୍ର କାର୍ଡ ଦିଆଯିବ, ଯାହାଦ୍ୱାରା ସେମାନେ ଚାଉଳ ଉଠାଇବେ।
ଏହି ଉପାୟରେ ମେସିନ୍ରେ କାର୍ଡ ଗଳାଇଲେ ଚାଉଳ ବାହାରିବ। ଆଗାମୀ ସପ୍ତାହକ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ। ପରେ ରାଜ୍ୟର ସବୁ ଜିଲାରେ ଏପରି ଚାଉଳ ଏଟିଏମ୍ ଖୋଲାଯିବ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930