Indus Valley Times

ଟ୍ରାଫିକ୍ ସିଗ୍ନାଲ ଭାଙ୍ଗି ପଳାଉଥିଲେ ବିଧାୟକଙ୍କ ଝିଅ; ପୋଲିସ୍ ଅଟକାଇ କସିଲା ଫାଇନ୍‌

 Breaking News

ଟ୍ରାଫିକ୍ ସିଗ୍ନାଲ ଭାଙ୍ଗି ପଳାଉଥିଲେ ବିଧାୟକଙ୍କ ଝିଅ; ପୋଲିସ୍ ଅଟକାଇ କସିଲା ଫାଇନ୍‌

ଟ୍ରାଫିକ୍ ସିଗ୍ନାଲ ଭାଙ୍ଗି ପଳାଉଥିଲେ ବିଧାୟକଙ୍କ ଝିଅ; ପୋଲିସ୍ ଅଟକାଇ କସିଲା ଫାଇନ୍‌
June 10
15:17 2022

ବେଙ୍ଗାଲୁରୁ,୧୦/୬: ବିଚ୍ ରାସ୍ତା ଉପରେ ବିଧାୟକଙ୍କ ଝିଅର ଦାଦାଗିରି । ବେଙ୍ଗାଲୁରୁରେ ରେଡ୍ ଲାଇଟ୍ ପଡିଥିଲା ବେଳେ ନିଅମ ନମାନି ବିଜେପି ବିଧାୟକଙ୍କ ଝିଅ ଗାଡି ଚଢ଼ି ପଳାଇ ଥିଲେ । ଉପସ୍ଥିତ ଥିବା ପୋଲିସ୍ କର୍ମି ଗାଡି ଅଟକାଇବାରୁ ବିମ୍‌ଡବ୍ଲୁ ଗାଡିରୁ ବାହାରି ପୋଲିସ କର୍ମିଙ୍କୁ କହିଥିଲେ ମୁଁବର୍ତ୍ତମାନ ହିଁ ଯିବାକୁ ଚାହୁଁଛି। କାର୍ ଅଟକାଅ ନାହିଁ। ଓଭରଟେକିଂ ପାଇଁ ତୁମେ ମୋ ନାଁରେ କେସ୍ କରିପାରିବ ନାହିଁ। ଏଇଟା ବିଧାୟକଙ୍କ ଗାଡ଼ି’ । ପୋଲିସକର୍ମି ନଶୁଣିବାରୁ ତାଙ୍କ ସହ ଯୁକ୍ତିତର୍କ କରିଥିଲେ ଏବଂ ଖରାପ ବ୍ୟବହାର ମଧ୍ୟ ଦେଖାଇଥିଲେ ।
ପୋଲିସକର୍ମି ତାଙ୍କ କଥା ଶୁଣି ନଥିଲେ ଶେଷରେ ବିଧାୟକଙ୍କ ଝିଅ ୧୦ହଜରୀ ଟଙ୍କା ଫାଇନ୍ ଗଣିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031