Indus Valley Times

ଟ୍ରେନରୁ ଖସିପଡ଼ି ଦୁଇ ଛାତ୍ରଛାତ୍ରୀ ଆହତ: ଡାକ୍ତରଖାନାରେ ଭର୍ତ୍ତି, ଡିଏମୟୁକୁ ଅଟକାଇଲେ ଯାତ୍ରୀ

 Breaking News

ଟ୍ରେନରୁ ଖସିପଡ଼ି ଦୁଇ ଛାତ୍ରଛାତ୍ରୀ ଆହତ: ଡାକ୍ତରଖାନାରେ ଭର୍ତ୍ତି, ଡିଏମୟୁକୁ ଅଟକାଇଲେ ଯାତ୍ରୀ

November 19
10:28 2022

ଯାଜପୁର, ୧୯/୧୧: ଟ୍ରେନ ଛାଡ଼ିଦେବାରୁ ଖସିପଡିଲେ ୨ଜଣ ଯାତ୍ରୀ । ଟ୍ରେନ୍କୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ଯାଜପୁର ଜିଲ୍ଲା ଦୁଲାଖାପାଟଣା ଷ୍ଟେସନରେ ଅଟକିଛି ଡିଏମୟୁ ଟ୍ରେନ । ତେବେ ଗାର୍ଡଙ୍କୁ ଅଟକ ରଖିଛନ୍ତି ଯାତ୍ରୀ ।
ଦୁଇ ଜଣଙ୍କୁ ନିକଟସ୍ଥ କୋରାଇ ମେଡିକାଲକୁ ପଠାଯାଇଥିବା ସୂଚନା । ସେଥିମଧ୍ୟରୁ ଜଣେ ଯାତ୍ରୀ ହେଉଛନ୍ତି ସେହି ଅଞ୍ଚଳ ଦୁଲାଖା ପାଟଣାର ବଟକୃଷ୍ ସେଠୀ ବୟସ ୩୬ ବୋଲି ଜଣା ପଡିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031