Legatus

ଥିଙ୍କର୍ଶ କ୍ଲବ୍ରର ୧୧୧ ତମ ଆଭାସି ଆଲୋଚନା ,ବଜେଟ ଓ ଋଣଭାର

 Breaking News

ଥିଙ୍କର୍ଶ କ୍ଲବ୍ରର ୧୧୧ ତମ ଆଭାସି ଆଲୋଚନା ,ବଜେଟ ଓ ଋଣଭାର

ଥିଙ୍କର୍ଶ କ୍ଲବ୍ରର ୧୧୧ ତମ ଆଭାସି ଆଲୋଚନା ,ବଜେଟ ଓ ଋଣଭାର
February 16
22:19 2025

ବରଦା ଦାସଙ୍କ ରିପୋର୍ଟ
କଟକ, ୧୬/୨ : ଗରିବତ୍ତମ୍ ବ୍ୟକ୍ତି ବା ଚାଷୀ ଙ୍କୁ ଋଣ ମୁକ୍ତ କରାଯାଇ ପାରେ ମାତ୍ର ବଡ ବଡ ଶିଳ୍ପ ପତି ମାନଙ୍କୁ ନୁହେଁ ।
ଥିଙ୍କର୍ଶ କ୍ଳବ୍ ର ୧୧୧ ତମ ଆଭାଶି ଆଲୋଚନା ବଜେଟ ଓ ଋଣଭାର ବିଷୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ବିବେକ ପଟ୍ଟନାୟକ, ଡ ସନ୍ତୋଷ କୁମାର ମହାପାତ୍ର , ଡ ନନ୍ଦନନ୍ଦନ ଦାସ, ଇ ସୁଧାକର ପତ୍ରୀ,ପ୍ରତାପ ରାଉତ, ପରିବେଶବିତ୍ ଜଗତ ବିହାରୀ ଦାସ ପ୍ରମୁଖ ବଜେଟ ଓ ଋଣଭାର ସମ୍ପର୍କରେ ଉପାଦେୟ ଆଲୋଚନା କରିଥିଲେ ।
ବରଦା ଦାସ ସଭା ସଂଯୋଜନା କରି ଋଣ ଭାର ହ୍ରାସ ଉପରେ ଗୁରୁତ୍ବ ଆରୋପ କରିଥିଲେ । ବିଶିଷ୍ଟ ଅର୍ଥନୀତିଜ୍ଞ ମାନେ ବଜେଟ ପ୍ରସ୍ତୁତ କରିଥାନ୍ତି ।
ସେଥିରେ ଋଣ ର ସୁଧ ପରିଶୋଧ ର ବ୍ୟବସ୍ଥା ଥାଏ । ଋଣ କରି ଲାଭବାନ ନହେଲେ ରାଜ୍ୟ ବା ଦେଶ ଦେବାଳିଆ ପରିସ୍ଥିତି ର ସମ୍ମୁଖୀନ ହେବା ଅବସ୍ୟମ୍ଭାବି । ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ୍ ଦିଆଯାଇଥିଲା ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930