Indus Valley Times

ଦଶପଲ୍ଲା ଥାନା ୪ ଦିନ ସଟ୍ ଡାଉନ୍ ,ଜରୁରୀକାଳୀନ ପରିସ୍ଥିତି ରେ ନୂଆଗାଁ ଥାନା ରେ କରିପାରିବେ ଅଭିଯୋଗ

 Breaking News

ଦଶପଲ୍ଲା ଥାନା ୪ ଦିନ ସଟ୍ ଡାଉନ୍ ,ଜରୁରୀକାଳୀନ ପରିସ୍ଥିତି ରେ ନୂଆଗାଁ ଥାନା ରେ କରିପାରିବେ ଅଭିଯୋଗ

ଦଶପଲ୍ଲା ଥାନା ୪ ଦିନ ସଟ୍ ଡାଉନ୍ ,ଜରୁରୀକାଳୀନ ପରିସ୍ଥିତି ରେ ନୂଆଗାଁ ଥାନା ରେ କରିପାରିବେ ଅଭିଯୋଗ
July 26
17:32 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ଦଶପଲ୍ଲ.୨୬/୭: ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୟାଗଡ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୯୩ ରେ ପହଞ୍ଚିଛି।ଗତକାଲି ଦଶପଲ୍ଲା ଥାନାରୁ ୧୧ ଜଣ କୋଭିଡ୍ ଯୋଦ୍ଧା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଲିସ୍ ବିଭାଗ ପକ୍ଷରୁ ଦଶପଲ୍ଲା ଥାନା କୁ ୪ ଦିନ ପାଇଁ ସଟ ଡାଉନ୍ ଘୋଷଣା କରାଯାଇଛି। ତେବେ କେବଳ ଜରୁରୀକାଳୀନ ପରିସ୍ଥିତି ରେ ଦଶପଲ୍ଲା ଥାନା ଅଂଚଳର ଲୋକମାନେ ନୂଆଗାଁ ଥାନା ରେ ଅଭିଯୋଗ କରି ପାରିବେ ବୋଲି ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031