Indus Valley Times

ଦାନଗଦିରେ ମିଶନ ସଶକ୍ତିକରଣକୁ ଆଗେଇ ନେବାପାଇଁ ପରାମର୍ଶ ଦେଲେ ମିଶନ ଶକ୍ତିର ପରାମର୍ଶଦାତା

 Breaking News

ଦାନଗଦିରେ ମିଶନ ସଶକ୍ତିକରଣକୁ ଆଗେଇ ନେବାପାଇଁ ପରାମର୍ଶ ଦେଲେ ମିଶନ ଶକ୍ତିର ପରାମର୍ଶଦାତା

August 05
19:37 2023

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୫/୮ : ନାରୀ ସଶକ୍ତିକରଣକୁ ଆଗକୁ ନେବାପାଇଁ ଦାନଗଦି ବ୍ଲକ ସ୍ଵୟଂ ସହାୟକ ଗୋଷ୍ଠୀ କେନ୍ଦ୍ର ପରିଦର୍ଶନ କଲେ ମିଶନ ଶକ୍ତି ର ପରାମର୍ଶ ଦାତା ଲୋପାମୁଦ୍ରା ବକ୍ସିପାତ୍ର।
ତାଙ୍କର ଏହି ଗ୍ରସ୍ଥ ସମୟରେ ଦାନଗଦି ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସ, ଉପାଧକ୍ଷ ଅଜୟ କୁମାର ବିନ୍ଧାଣୀ ଉପସ୍ଥିତ ଥିଲେ। ପରେ ବିଭିନ୍ନ ମହିଳା ସଙ୍ଗଠନ ର ସଭ୍ୟା ମାନଙ୍କ ସହ ସଙ୍ଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ଦାନଗଦି ବ୍ଲକ ର ମହିଳା ମାନଙ୍କ କାର୍ଯ୍ୟ ଦକ୍ଷତା ଆଧାରରେ କାର୍ଯ୍ୟ ପନ୍ଥା ନିର୍ଧାରଣ କରାଯିବ ବୋଲି ଶ୍ରୀ ମତୀ ବକ୍ସିପାତ୍ର କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031