Indus Valley Times

ଦୁର୍ଘଟଣାଗ୍ରସ୍ତ ହେଲା ଭଦ୍ରକ ବିଧାୟକ ସଞ୍ଜୟ ମଲ୍ଲିକଙ୍କ ଗାଡ଼ି

 Breaking News

ଦୁର୍ଘଟଣାଗ୍ରସ୍ତ ହେଲା ଭଦ୍ରକ ବିଧାୟକ ସଞ୍ଜୟ ମଲ୍ଲିକଙ୍କ ଗାଡ଼ି

ଦୁର୍ଘଟଣାଗ୍ରସ୍ତ ହେଲା ଭଦ୍ରକ ବିଧାୟକ ସଞ୍ଜୟ ମଲ୍ଲିକଙ୍କ ଗାଡ଼ି
August 18
10:24 2021

ଭଦ୍ରକ ୧୮/୮: ଦୁର୍ଘଟଣାଗ୍ରସ୍ତ ହେଲା ଭଦ୍ରକ ବିଧାୟକଙ୍କ ଗାଡି । ତେବେ ଦୁର୍ଘଟଣାରେ ବିଧାୟକ ସଞ୍ଜୀବ ମଲ୍ଲିକ ସୁରକ୍ଷିତ ଥିବା ସୂଚନା । ଭୁବନେଶ୍ୱରରୁ ଭଦ୍ରକ ଆସିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା । ଜାରକା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।
ଗାଡି ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ନିକଟସ୍ଥ ମେଡିକାଲରେ ସଞ୍ଜୀବ ମଲ୍ଲିକଙ୍କୁ ଫାଷ୍ଟ ଏଡ଼ ଦିଆଯାଇଥିବା ସୂଚନା । ତେବେ ହସ୍ପିଟାଲରେ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ତାଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031