Indus Valley Times

ଦ୍ବିତୀୟ ଥର ପାଇଁ କୋଭିଡ୍ ପଜିଟିଭ୍ ହେଲେ କାନାଡା ପ୍ରଧାନମନ୍ତ୍ରୀ

 Breaking News

ଦ୍ବିତୀୟ ଥର ପାଇଁ କୋଭିଡ୍ ପଜିଟିଭ୍ ହେଲେ କାନାଡା ପ୍ରଧାନମନ୍ତ୍ରୀ

June 14
18:06 2022

କାନାଡା ୧୪।୬: ଦ୍ବିତୀୟ ଥର ପାଇଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ପୁଣି ଥରେ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନିଜ ଆଧିକାରିକ ଟ୍ବିଟର ହ୍ୟାଣ୍ଡେଲରୁ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୁଁ କୋଭିଡ୍ ୧୯ ଦ୍ବାରା ସଂକ୍ରମିତ ହୋଇଛି । ମୁଁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାବଳୀର ପାଳନ କରିବି ଏବଂ ସଂଗରୋଧରେ ରହିବି । ମୋ ସ୍ବାସ୍ଥ୍ୟ ଠିକ୍ ରହିଛି । କାରଣ ମୁଁ କୋଭିଡ୍-୧୯ର ଡୋଜ୍ ନେଇସାରିଥିଲି ।
ସେ ଜନସାଧାରଣଙ୍କୁ ଅପିଲ୍ କରି କହିଛନ୍ତି ଯେ, ଯଦି ଆପଣ ଟିକା ନେଇନାହାନ୍ତି ତେବେ ଟିକା ନିଅନ୍ତୁ । ଯଦି ଆପଣ କରିପାରିବେ ତେବେ ଲୋକଙ୍କୁ ସଚେତନ କରନ୍ତୁ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30