Indus Valley Times

ଧନ୍ଦାମୂଳକ ଶିକ୍ଷାରେ ବୌଦ୍ଧ ସରକାରୀ ବାଳିକା ବିଦ୍ୟାଳୟର ସଫଳତା

 Breaking News

ଧନ୍ଦାମୂଳକ ଶିକ୍ଷାରେ ବୌଦ୍ଧ ସରକାରୀ ବାଳିକା ବିଦ୍ୟାଳୟର ସଫଳତା

ଧନ୍ଦାମୂଳକ ଶିକ୍ଷାରେ ବୌଦ୍ଧ ସରକାରୀ ବାଳିକା ବିଦ୍ୟାଳୟର ସଫଳତା
May 28
18:10 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୮/୫ : ବୌଦ୍ଧ ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଧନ୍ଦାମୂଳକ ପାଠ୍ୟକ୍ରମ ଇଲେକ୍ଟ୍ରୋନିକ୍ସ ଓ ହାର୍ଡୱେର ବିଭାଗ ର ଛାତ୍ରୀ ମାନେ ଚଳିତ ବର୍ଷ କୃତିତ୍ୱ ର ସହିତ ଉତ୍ତର୍ଣ୍ଣ ହୋଇଛନ୍ତି।
ଏହି ବିଭାଗର ୬ ଜଣ ଛାତ୍ରୀ, ମନୀଷା ରାଣୀ ପୁରୋହିତ, ଲିଜା ବଡମାଳି, ଦୀପିକା ବାରିକ, ଝୁମାଲି ନାଏକ, ରେଶ୍ମା ଦଳବେହେରା, ପ୍ରାଚୀ ପ୍ରିୟଦର୍ଶିନୀ ବେହେରା ୧୦୦ ପ୍ରତିଶତ ନମ୍ବର ରଖିଥିବା ବେଳେ ୧୦ ଜଣ ଛାତ୍ରୀ ୯୦ ରୁ ୯୯ ଶତକଡା ନମ୍ବର ରଖି ସଫଳତା ପାଇଛନ୍ତି।
ପ୍ରଶିକ୍ଷକ ଚିନ୍ମୟ କୁମାର ପଥ୍ରିମାଳି, ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣଚନ୍ଦ୍ର ସାମଲ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଉଦ୍ୟମ ଯୋଗୁଁ ବିଦ୍ୟାଳୟ ରେ ଧନ୍ଦାମୂଳକ ଶିକ୍ଷାର ପ୍ରଚାର ପ୍ରସାର ଓ ଛାତ୍ରୀ ମାନଙ୍କ ରୁଚି ରହିଅଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930