Indus Valley Times

ଧାମନଗର ଉପନିର୍ବାଚନ: ଅଷ୍ଟମ ରାଉଣ୍ଡରେ ବି ବିଜେପି ଆଗରେ

 Breaking News

ଧାମନଗର ଉପନିର୍ବାଚନ: ଅଷ୍ଟମ ରାଉଣ୍ଡରେ ବି ବିଜେପି ଆଗରେ

ଧାମନଗର ଉପନିର୍ବାଚନ: ଅଷ୍ଟମ ରାଉଣ୍ଡରେ ବି ବିଜେପି ଆଗରେ
November 06
13:24 2022

ଭଦ୍ରକ,୬/୧୧: ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଅଷ୍ଟମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ଅଷ୍ଟମ ରାଉଣ୍ଡରେ ବି ବିଜେଡିକୁ ପଛରେ ପକାଇ ବିଜେପି ଆଗରେ ରହିଛି ।
ଅଷ୍ଟମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ୫୯୯୧ ଖଣ୍ଡ ଭୋଟରେ ଆଗରେ ଚାଲିଛନ୍ତି । ତା ପଛକୁ କଡ଼ା ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ । ଅତି ଶୋଚନୀୟ ସ୍ଥିତିରେ କଂଗ୍ରେସ ।
ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୁରଜ ସୂର‌୍ୟ୍ୟବଂଶୀ ୩୬୦୭୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୩୦୦୮୨ ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ୧୧୨୨ ଏବଂ ଅନ୍ୟାନ୍ୟ ୫୧୪୭ ଭୋଟ ପାଇଛନ୍ତି । ଭୋଟ ୧୪ଟି ଟେବୁଲରେ ଚାଲିଛି ଭୋଟ ଗଣତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031