Indus Valley Times

ନୂଆଗାଁ ବ୍ଲକ୍ କୃଷି ବିଭାଗର ଦକ୍ଷତା ତାଲିମ ଶିବିର କାର୍ଯ୍ୟକ୍ରମ

 Breaking News

ନୂଆଗାଁ ବ୍ଲକ୍ କୃଷି ବିଭାଗର ଦକ୍ଷତା ତାଲିମ ଶିବିର କାର୍ଯ୍ୟକ୍ରମ

October 27
20:45 2020

ପୁଷ୍ପଲତା ପ୍ରଧାନଙ୍କ ରିପୋର୍ଟ
ନୂଆଗାଁ,୨୭/୧୦: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ବଳରାମ ଯୋଜନା ରେ କୃଷକ ସାଥୀ ଓ କ୍ଷେତ୍ର କର୍ମଚାରୀ ମାନଙ୍କୁ ନେଇ ସଚେତନତା ଓ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ,ସହକାରୀ କୃଷି ଅଧିକାରୀ ପୂଜା କଁଅର ଉପସ୍ଥିତ ରହି ଭୂମିହୀନ ଭାଗଚାଷୀ ମାନେ କିପରି ବଳରାମ ଯୋଜନା ରେ ଉପକୃତ ହେବେ ସେ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସମସ୍ୟା ର ସମାଧାନ ଆଲୋଚନା ମାଧ୍ୟମରେ ସହକାରୀ କୃଷି ଅଧିକାରୀ କରିଥିଲେ।ଏହି କାର୍ଯ୍ୟକ୍ରମକୁ ବ୍ଲକ୍ ବୈଷୟିକ ପରିଚାଳକ ଏବଂ ସହକାରୀ ବୈଷୟିକ ପରିଚାଳକ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031