Indus Valley Times

ନୟାଗଡ଼: କଂଗ୍ରେସର ୧୩୬ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

 Breaking News

ନୟାଗଡ଼: କଂଗ୍ରେସର ୧୩୬ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

December 28
21:46 2020

କିଶୋର ମହାପାତ୍ରଙ୍କ ରିପୋର୍ଟ

 ନୟାଗଡ଼,୨୮/୧୨: ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୩୬ ତମ ପ୍ରତିଷ୍ଠା ଦିବସ ଗଣିଆ ବ୍ଲକ ବୁଢ଼ାବୁଢ଼ୀ ପିଠ ଠାରେ ଜିଲ୍ଲା ସଭାପତି ଆଇନଜୀବି ରଞ୍ଜିତ ଦାସଙ୍କ ପୈାରହିତରେ ଅନୁଷ୍ଠିତ ହୋଇଅଛି। ଏହି ଆଲୋଚନା ଚକ୍ରରେ ରାଜିବ ଗାନ୍ଧି ପଞ୍ଚାୟତିରାଜ ସଙ୍ଗଠନର ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥୀ, ମହିଳା ସଭାନେତ୍ରୀ ଉମାରାଣୀ ପାଣି , ହୁସେନ ଖାଁ, କମଳ ଚରଣ ସାହୁ, ରାଜିବ ଲୋଚନ ମିଶ୍ର, ନାରାୟଣ ସାହୁ, ନିର୍ମଳ ଚନ୍ଦ୍ର ରଥ, ଲଡୁକେଶ୍ବର ଷଡ଼ଙ୍ଗୀ, କାଶୀନାଥ ନାଏକ, ପ୍ରତିକ ମହାପାତ୍ର, ଆଦିତ୍ୟ ପ୍ରସାଦ ପରିଡା, ପ୍ରମୋଦ ମହାପାତ୍ର ପ୍ରମୁଖ ଯୋଗଦେଇ ରାଷ୍ଟ୍ର ନିର୍ମାଣ ରେ କଂଗ୍ରେସର ସହଭାଗିତା ଏବଂ ଭାରତ ବର୍ଷକୁ ବିଶ୍ବ ଦରବାରରେ ବିକାଶିତ ରାଷ୍ଟ୍ରରେ ମର‌୍ୟ୍ୟା୍ଦା ଦେବାରେ କଂଗ୍ରେସ ର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଯୁବ କଂଗ୍ରେସ ନେତା ଚିତ୍ତରଞ୍ଜନ ମହାଳିକ ସଂଯୋଜନା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031