Indus Valley Times

ନୟାଗଡ଼ : କ୍ରେଡିଟ ଆସେସ ଗ୍ରାମିଣ କୋଟା ତରଫରୁ ଜରୁରୀ ସାମଗ୍ରୀ ପ୍ରଦାନ

 Breaking News

ନୟାଗଡ଼ : କ୍ରେଡିଟ ଆସେସ ଗ୍ରାମିଣ କୋଟା ତରଫରୁ ଜରୁରୀ ସାମଗ୍ରୀ ପ୍ରଦାନ

ନୟାଗଡ଼ : କ୍ରେଡିଟ ଆସେସ ଗ୍ରାମିଣ କୋଟା ତରଫରୁ ଜରୁରୀ ସାମଗ୍ରୀ ପ୍ରଦାନ
March 06
18:41 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼ , ୬/୩ : ଭାରତର ଅଗ୍ରଣୀ ଅର୍ଥ ଲଗାଣକାରୀ ସଂସ୍ଥା କ୍ରେଡିଟଆସେସ ଗ୍ରାମିଣ କୋଟା ମାଇକ୍ରୋ ଫାଇନାନ୍ସ ନୟାଗଡ଼ ଶାଖା ତରଫରୁ ଜନହିତକର କାର୍ଯ୍ୟ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜରୁରୀ ସାମଗ୍ରୀ ପ୍ରଦାନ କରାଯାଇଥିଲା।
ସଂସ୍ଥା ର ନୟାଗଡ଼ ଜିଲ୍ଲା ଶାଖା ପରିଚାଳକ ସନ୍ତୋଷ କୁମାର ପାତ୍ର, ପ୍ରତାପ ରାଉତ, ଅଜୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୁଇଟି ଷ୍ଟିଲ ଏରୋଡମ ଚେୟାର , ନୟାଗଡ଼ ସଦର ଥାନା କୁ ଦୁଇଟି ଗୋଲ୍ଡେନ ଆଲମିରା , ଓଡ଼ଗାଁ ଏନଏସି କୁ ଦୁଇଟି ଟେବୁଲ୍ ଏବଂ ଗୋଟିଏ ଚେୟାର ଉପହାର ସ୍ବରୂପ ପ୍ରଦାନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031