ନୟାଗଡ଼ ଖୋର୍ଦ୍ଧା ଯୋଗାଯୋଗ ବିଚ୍ଛିନ୍ନ
October 04
17:03
2020
କିଶୋର ମହାପାତ୍ର ଙ୍କ ରିପୋର୍ଟର୍
ନୟାଗଡ,୪/୧୦: ଲଗାଣ ବର୍ଷାରେ ବେହାଲ ନୟାଗଡ ଜିଲ୍ଲା । ନୟାଗଡ଼ ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥ ମଜୁରିଆ ପଲ୍ଲୀ ଠାରେ ନିର୍ମାଣ ଧିନ ବ୍ରିଜ ନିକଟ ଆପ୍ରୋଜ ରୋଡ଼ ରେ ଘାଇ ସୃଷ୍ଟି ହେବାଯୋଗୁଁ ନୟାଗଡ଼ ଖୋର୍ଦ୍ଧା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ଜନସାଧାରଣ ନାହି ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାତାୟତ ସ୍ବଭାବିକ କରିବାପାଇଁ ସଙ୍ଗେସଙ୍ଗେ ଅସ୍ଥାୟୀ ରାସ୍ତା ନିର୍ମାଣ ଚାଲିଥିବା ସୂଚନା ମିଳିଛି।