Indus Valley Times

ନୟାଗଡ଼ ମ୍ୟୁନିସିପାଲଟିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ଶ୍ବେତା ମିଶ୍ର

 Breaking News

ନୟାଗଡ଼ ମ୍ୟୁନିସିପାଲଟିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ଶ୍ବେତା ମିଶ୍ର

ନୟାଗଡ଼ ମ୍ୟୁନିସିପାଲଟିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ଶ୍ବେତା ମିଶ୍ର
February 04
19:18 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟଗାଡ଼,୪/୨ : ନୟାଗଡ଼ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଯୋଗ ଦେଲେ ନୂତନ ନିର୍ବାହୀ ଅଧିକାରୀ ମିସ୍ ଶ୍ଵେତା ମିଶ୍ର, ବିଦାୟୀ ନିର୍ବାହୀ ଅଧିକାରୀ ଅଧିକାରୀ ସନ୍ତୋଷ କୁମାର ଜେନା ଙ୍କୁ ସମସ୍ତ କର୍ମଚାରୀ ମାନଙ୍କ ପକ୍ଷରୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ବେତା ମିଶ୍ର ଓଡ଼ଗାଁ ଏନଏସି ରୁ ନୟାଗଡ଼ ମ୍ୟୁନିସିପାଲଟି କୁ ଆସିଥିବା ବେଳେ ସନ୍ତୋଷ କୁମାର ଜେନା ଙ୍କ ଓଡ଼ଗାଁ ଏନଏସି କୁ ବଦଳି ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031