Indus Valley Times

ନୟାଗଡ଼: ମର୍ମନ୍ତୁତ ସଡ଼କ ଦୁର୍ଘଟଣା:ଜଣେ ମୃତ୍ୟୁ,ଜଣ ଗୁରୁତର

 Breaking News

ନୟାଗଡ଼: ମର୍ମନ୍ତୁତ ସଡ଼କ ଦୁର୍ଘଟଣା:ଜଣେ ମୃତ୍ୟୁ,ଜଣ ଗୁରୁତର

August 20
20:13 2020

କିଶୋର ମହାପାତ୍ର ଙ୍କ ରିପୋର୍ଟ
ନୟାଗଡ଼,୨୦/୮: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କନ୍ଧ ନୟାଗଡ଼ ୧୬ ନମ୍ବର ଜାତୀୟ ରାଜପଥ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ମାଲ ବୋଝେଇ ଟ୍ରକ WB ୪୧J ୪୯୦୫ କଲିକତା ରୁ ଚେନ୍ନଇ ଯିବା ସମୟରେ ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସି ଯାଇଛି । ଘଟଣା ସ୍ଥଳରେ ଡ୍ରାଇଭର ରାଜେଶ ମଲ୍ଲିକ (୩୨) ଙ୍କର ଟ୍ରକ ଚାପିହୋଇ ମୃତ୍ୟୁ ହୋଇଅଛି। ହେଲପର ସେକ୍ ବସିରୁଧିନ ଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ଉଭୟଙ୍କ ଠାରୁ ମିଳିଥିବା ପରିଚୟପତ୍ର ରୁ ସେମାନଙ୍କ ଘର ପଶ୍ଚିମ ବଙ୍ଗର ବର୍ଦ୍ଧମାନ ଅଞ୍ଚଳରେ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031