Indus Valley Times

ପଟ୍ଟାମୁଣ୍ଡାଇ କେନାଲରେ ଭାସି ୩ ଜଣ ନିଖୋଜ: ଖୋଜାଖୋଜି ଜାରି

 Breaking News

ପଟ୍ଟାମୁଣ୍ଡାଇ କେନାଲରେ ଭାସି ୩ ଜଣ ନିଖୋଜ: ଖୋଜାଖୋଜି ଜାରି

October 13
10:35 2022

ଚୌଦ୍ୱାର,୧୩/୧୦: କେନାଲରେ ଭାସିଯାଇ ୩ ନିଖୋଜ । ଜଗତପୁର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଡ଼ି ୩ ଯୁବକ ନିଖୋଜ । ଗତକାଲି ବିଳମ୍ବିତ ରାତିରେ ଭାସି ଯାଇ ନିଖୋଜ ହୋଇଥିବା ସୂଚନା ।
ଚୌଦ୍ଵାର ରୁପଯାତ୍ରା ଭସାଣୀ ଦେଖିସାରି ଘରକୁ ଫେରୁଥିବା ସମୟରେ ପଟ୍ଟାମୁଣ୍ଡାଇ କେନାଲରେ ଗାଧୋଇବାକୁ ଯାଇଥିଲେ ୪ ସାଙ୍ଗ । ଗାଧୋଉ ଥିବାବେଳେ ହଠାତ୍ ୪ ଜଣ ଖସି ପଡ଼ିଥିଲେ । ତେବେ ସେଥିରୁ ଜଣେ ପହଁରି କୁଳରେ ଲାଗିଥିଲେ । ଆଜି ସକାଳୁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଜଗତପୁର ପୋଲିସ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031