Indus Valley Times

ପରିବା ବୋଝେଇ ଟ୍ରକରେ ଚାଲାଣ ହେଉଥିଲା ଗଞ୍ଜେଇ, ୩ ଅଟକ

 Breaking News

ପରିବା ବୋଝେଇ ଟ୍ରକରେ ଚାଲାଣ ହେଉଥିଲା ଗଞ୍ଜେଇ, ୩ ଅଟକ

December 29
10:24 2021

ଗଜପତି ୨୯/୧୨: ଗଜପତିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ । ପେଟ୍ରୋଲିଂ ସମୟରେ ଗଜପତିରୁ ମହାରାଷ୍ଟ୍ର ଅଭିମୁଖେ ଯାଉଥିବା ଏକ ଟ୍ରକକୁ ତନଖି ସମୟରେ ପରିବା ଟୋକେଇ ଭର୍ତ୍ତି ହୋଇଥିବା ଟ୍ରକ ଭିତରେ ଗଞ୍ଜେଇ ଥିବା ଜାଣିପାରିଥିଲେ । ରା ଉଦୟଗିରି ଅଞ୍ଚଳରୁ ପାରଳାଖେମୁଣ୍ଡି ରାସ୍ତାରେ ଆସୁଥିବା ବେଳେ ଗାଡି ଜବତ କରି ତିନି ସନ୍ଦିଗ୍ଧଙ୍କୁ ଅଟକ ରଖିଛି ଅବକାରୀ ବିଭାଗ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031