Indus Valley Times

ପିଏମ୍‌ଙ୍କ ସହ ବ୍ରେକଫାଷ୍ଟ, ଓଡ଼ିଶା ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି

 Breaking News

ପିଏମ୍‌ଙ୍କ ସହ ବ୍ରେକଫାଷ୍ଟ, ଓଡ଼ିଶା ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି

ପିଏମ୍‌ଙ୍କ ସହ ବ୍ରେକଫାଷ୍ଟ, ଓଡ଼ିଶା ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି
April 07
16:00 2022

ନୂଆଦିଲ୍ଲୀ, ୭/୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶେଷ ହୋଇଛି breakfast ବୈଠକ । ବିଭିନ୍ନ ବିଷୟରେ ସାଂସଦଙ୍କୁ ଆଲୋଚନା ମାଧ୍ୟମରେ ଗୁରୁମନ୍ତ୍ର ଦେଇଛନ୍ତି ମୋଦି ।
ତେବେ ବୈଠକରେ ପରେ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା । ସେ କହିଛନ୍ତି ମୋଦି ଏମିତି ସମସ୍ତଙ୍କ ସହ ସାକ୍ଷାତ କରିଥାନ୍ତି ।
କଥାବାର୍ତ୍ତା ଏବଂ ଆଲୋଚନା ମାଧ୍ୟମରେ ଦଳକୁ କିପରି ସକ୍ରିୟ ରଖିବା ତାହା ପାର୍ଟିର ଦାୟିତ୍ଵ । ତାକୁ କିପରି ସୁଦୃଢ କରିବେ, ଲୋକଙ୍କୁ ସେବା ଯୋଗାଇଦେବା କଥା ।
ସାଂଗଠନିକ ସ୍ଥିତିକୁ ତୃଣମୂଳ ସ୍ତରରେ ମଜବୁତ୍ କରିବା ନେଇ ଚର୍ଚ୍ଚା ଆଲାଚୋନା କରିଥିଲେ । କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ ସମସ୍ତଙ୍କ ବ୍ୟକ୍ତିଗତ ପ୍ରସଙ୍ଗ ଥିଲା ।
ବିଜେପି ଗୋଟେ ପରିବାର ଏବଂ ପରିବାର ମୁଖିଆ ହିସାବରେ ସେ ଆମକୁ ପ୍ରେରିତ କରିଥିଲେ । ସଂଗଠନ ବିଷୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହକ୍ଟ୍ର jp naddaମହାମନ୍ତ୍ର ଦେଇଛନ୍ତି ।
ତେବେ ସାଂସଦ ହିସାବରେ ନିଜ କ୍ଷେତ୍ରରେ କିପରି ଲୋକଙ୍କ ବିଶ୍ୱାସ ଭାଜନ ହେବ ସେ ନେଇ ଗୁରୁ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031