Indus Valley Times

ପିପିଲି : କଂଗ୍ରେସ ପାର୍ଟି ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

 Breaking News

ପିପିଲି : କଂଗ୍ରେସ ପାର୍ଟି ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ପିପିଲି : କଂଗ୍ରେସ ପାର୍ଟି ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
March 21
11:56 2022

ପିପିଲି, ୨୧/୩ : ପିପିଲିରେ ନିର୍ବାଚନି ହିଂସା। ପିପିଲି ଘଇଉ ୭ ନମ୍ବର ୱାର୍ଡରେ କଂଗ୍ରେସ ପାର୍ଟି ଅଫିସକୁ ପୋଡିଦେଲେ ଦୁର୍ବୁତ୍ତ ।
ରବିବାର ରାତି ୩ ଟାରେ କଂଗ୍ରେସ ପାର୍ଟି ଅଫିସକୁ କେହି ଦୁର୍ବୁତ୍ତ ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି ।
ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରାର୍ଥୀ ଙ୍କ ଭାଇ । କଂଗ୍ରେସର ଲୋକପ୍ରିୟତାକୁ ସହି ନପାରି କେହି ଏଭଳି କାଣ୍ଡ ଘଟାଇଥିବା ସେ ଅଭିଯୋଗ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031