Indus Valley Times

ପୁଅକୁ ବ୍ରାଉନସୁଗାର ବ୍ୟବସାୟରେ ସାହାଯ୍ୟ କରୁଥିଲେ ବାପା-ମା’, ଗିରଫ ହେଲେ ପୁରା ପରିବାର

 Breaking News

ପୁଅକୁ ବ୍ରାଉନସୁଗାର ବ୍ୟବସାୟରେ ସାହାଯ୍ୟ କରୁଥିଲେ ବାପା-ମା’, ଗିରଫ ହେଲେ ପୁରା ପରିବାର

ପୁଅକୁ ବ୍ରାଉନସୁଗାର ବ୍ୟବସାୟରେ ସାହାଯ୍ୟ କରୁଥିଲେ ବାପା-ମା’, ଗିରଫ ହେଲେ ପୁରା ପରିବାର
September 29
17:03 2021

ଢେଙ୍କାନାଳ ୨୯/୯: ବ୍ରାଉନସୁଗାର ଚୋରା ବ୍ୟବସାୟରେ ପୁରା ପରିବାର । ଏଭଳି ସୂଚନା ପାଇ ଅଚାନକ ଟାଉନ ଥାନା ଅଧିକାରୀ ନମିତା ନାୟକ ସଦଳବଳ ଢେଙ୍କାନାଳ ସହରର ବାଜିଚୌକ ଅଂଚଳର ଅଭୟ ବେହେରାଙ୍କ ଘରେ ଚଢ଼ାଉ କରିଥିଲା ।
ଏହି ଚଢ଼ାଉ ବେଳେ ବିକ୍ରି ପାଇଁ ଛୋଟ ଛୋଟ ପୁଡ଼ିଆ କରୁଥିବାବେଳେ ଅଭୟ ବେହେରା, ତାଙ୍କ ପତ୍ନୀ ବଦାନୀ ବେହେରା ଓ ପୁଅ ଦିଲେଶ୍ବର ବେହେରାଙ୍କୁ ଗିରଫ କରିଛି ।
ତାଙ୍କଠାରୁ ପୋଲିସ ୧୩ ଗ୍ରାମ ୭୩ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହାସହ ଓଜନ ମେସିନ ଓ ଆଲୁମିନିୟମ ଫଏଲ ଆଦି ଜବତ କରିଛି । ଏହି ଘଟଣାରେ ବାପା, ମା’ ଓ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031