Indus Valley Times

ପେପର ଫ୍ୟାକ୍ଟ୍ରିରେ ନିଆଁ, ଆୟତ୍ତ ଲାଗି ଅଗ୍ନିଶମ ବାହିନୀର ଉଦ୍ୟମ ଜାରି

 Breaking News

ପେପର ଫ୍ୟାକ୍ଟ୍ରିରେ ନିଆଁ, ଆୟତ୍ତ ଲାଗି ଅଗ୍ନିଶମ ବାହିନୀର ଉଦ୍ୟମ ଜାରି

ପେପର ଫ୍ୟାକ୍ଟ୍ରିରେ ନିଆଁ, ଆୟତ୍ତ ଲାଗି ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
June 30
12:06 2024

ଟିଟିଲାଗଡ଼,୩୦/୬: ବଲାଙ୍ଗୀର ଜିଲା ଚୋରମରାସ୍ଥିତ ଏକ ପେପର ମିଲ୍ ଗୋଦାମରେ ରବିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପେପର ମିଲ୍ର କେମିକାଲ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। କେଉଁ ପରିସ୍ଥିତିରେ ଏହି ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031