Indus Valley Times

ପ୍ରଚଣ୍ଡ ଖରା: ୪୪ ଡିଗ୍ରୀ ଉପରେ ୪ ସହର, ସୋନପୁର ସବୁଠୁ ଉତ୍ତପ୍ତ

 Breaking News

ପ୍ରଚଣ୍ଡ ଖରା: ୪୪ ଡିଗ୍ରୀ ଉପରେ ୪ ସହର, ସୋନପୁର ସବୁଠୁ ଉତ୍ତପ୍ତ

ପ୍ରଚଣ୍ଡ ଖରା: ୪୪ ଡିଗ୍ରୀ ଉପରେ ୪ ସହର, ସୋନପୁର ସବୁଠୁ ଉତ୍ତପ୍ତ
April 27
20:11 2022

ଭୁବନେଶ୍ୱର, ୨୭/୪ : ରାଜ୍ୟର ୨୪ ସହରରେ ଦିନର ତାତି ୪୦ ଡ଼ିଗ୍ରୀ ଉପରେ ରେକର୍ଡ ହୋଇଛି । ୧୧ ସହରରେ ଦିନବେଳର ତାପମାତ୍ରା ୪୩ ଡ଼ିଗ୍ରୀ କିମ୍ବା ଅଧିକ ରହିଥିବା ବେଳେ ୪୪.୫ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଅନୁଗୁଳରେ ୪୪.୧ ଡ଼ିଗ୍ରୀ, ବଲାଙ୍ଗୀର ଏବଂ ଝାରସୁଗୁଡ଼ାରେ ୪୪ ଡ଼ିଗ୍ରୀ ରେକର୍ଡ କରାଯାଇଛି ।
ବୁଧବାର ରାଜ୍ୟର ୨୪ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ତାଳଚେର-୪୩ ଡିଗ୍ରୀ, ଜଗତସିଂହପୁର-୩୬.୫ ଡିଗ୍ରୀ, ଯାଜପୁର ୪୧.୦୨ ଡିଗ୍ରୀ, ଚାନ୍ଦବାଲି -୪୦.୦୨ ଡିଗ୍ରୀ, ଟିଟିଲାଗଡ଼ ୪୩.୦୨ ଡିଗ୍ରୀ, ସୁନ୍ଦରଗଡ଼ ୪୩.୫ ଡିଗ୍ରୀ, ନୟାଗଡ଼ରେ ୪୧.୦ ଡିଗ୍ରୀ, ଝାରସୁଗୁଡ଼ା-୪୪.୦ ଡିଗ୍ରୀ, ବାରିପଦା ୪୨.୬ ଓ ବୌଦ୍ଧରେ ୪୩.୫ ଡିଗ୍ରୀ, ସମ୍ୱଲପୁର- ୪୩.୦୮ ଡିଗ୍ରୀ, ଢେଙ୍କାନାଳରେ ୪୧.୦ ଡିଗ୍ରୀ, ଭୁବନେଶ୍ୱରରେ ୪୦.୩ ଡିଗ୍ରୀ, କଟକ ୪୦.୦୨ ଡିଗ୍ରୀ, ଖୋର୍ଦ୍ଧା-୪୧.୫ ଡିଗ୍ରୀ, ପାରଳାଖେମୁଣ୍ଡି ୪୨.୩ ଓ ଭଦ୍ରକରେ ୪୧.୦୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031