Indus Valley Times

ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା, ଲୋକେ ଭୟଭୀତ

 Breaking News

ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା, ଲୋକେ ଭୟଭୀତ

ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା, ଲୋକେ ଭୟଭୀତ
November 23
15:48 2022

ଯାଜପୁର ୨୩/୧୧ : ତିନି ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ । ଭଦ୍ରକ , ଯାଜପୁର , କେନ୍ଦୁଝର ଜିଲ୍ଲା ପ୍ରଚଣ୍ଡ ଶବ୍ଦ ହୋଇଛି । ଯାହାଫଳରେ କି ଏହି ସବୁ ଅଞ୍ଚଳର କିଛି ଘର କବାଟ ଥରିଥିଲା । ଭୟରେ ବାହାରକୁ ଚାଲିଆସିଲେ ।
ଖବର ଅନୁଯାୟୀ, ବୁଧବାର ଦିନ ୧୧ଟାରେ ଏହି ତିନୋଟି ଜିଲ୍ଲାରେ ହଠାତ୍ ଏକ ଭୟଙ୍କର ଶବ୍ଧ ଆସିଥିଲା । ଯାହାଫଳରେ ଲୋକେ ଭୟଭୀତ ହୋଇଯାଇଥିଲା । କିନ୍ତୁ ଏହା ୧୦ ମିନିଟ୍ ଭିତରେ ଆଉ ଏକ ଶବ୍ଦ ହୋଇଥିଲା । ବୋମାମାଡ଼ ଭଳି ଭୟଙ୍କର ଶବ୍ଦରେ ଥରିଲା ପୁରା ଅଞ୍ଚଳ । ଘରେ ଥିବା ଲୋକେମାନ ବାହାରକୁ ଆସିଯାଇଥିଲେ । ତେବେ କେଉଁ କାରଣକୁ ନେଇ ଏପରି ଶବ୍ଦ ହୋଇଛି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031