Indus Valley Times

ପ୍ରଫେସର ବିଧୁଭୂଷଣ ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି

 Breaking News

ପ୍ରଫେସର ବିଧୁଭୂଷଣ ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ପ୍ରଫେସର ବିଧୁଭୂଷଣ ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
January 08
18:35 2023

ଭୁବନେଶ୍ୱର,୮/୧: ପ୍ରଫେସର ବିଧୁଭୂଷଣ ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟ ନୂତନ କୁଳପତି ନିଯୁକ୍ତ ହୋଇଛନ୍ତି। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ୪ ବର୍ଷ ପାଇଁ କୁଳପତି ନିଯୁକ୍ତ କରିଛନ୍ତି।
ପ୍ରଫେସର ମିଶ୍ରଙ୍କର ଅଧ୍ୟାପନା କ୍ଷେତ୍ରରେ ୩୪ ବର୍ଷର ଅଭିଜ୍ଞତା ରହିଛି। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅବସର ନେଇଥିଲେ। ସେ ସେଠାରେ ଡିପାର୍ଟମେଣ୍ଟ୍ ଅଫ୍ ବିଜ୍ନେସ୍ ଆଡ୍ମିନିଷ୍ଟ୍ରେସନର ପ୍ରଫେସର ଥିଲେ।
ପ୍ରଫେସର ମିଶ୍ର ୯ଟି ପୁସ୍ତକ ଲେଖିଛନ୍ତି। ଏହା ସହିତ ବିଭିନ୍ନ ବଡ଼ ବଡ଼ ଜର୍ଣ୍ଣାଲରେ ତାଙ୍କର ୧୨୨ଟି ଲେଖା ପ୍ରକାଶିତ ହୋଇଛି। ତାଙ୍କ ମାର୍ଗଦର୍ଶନରେ ଜଣେ ଡିଲିଟ୍ କରିଥିବା ବେଳେ ୩୯ ଜଣ ପିଏଚ୍ଡି ଓ ୩ ଜଣ ଏମ୍ଫିଲ୍ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031