Indus Valley Times

ଫେସ୍‌ବୁକ୍‌ରେ ଲାଇଭ୍ କରି ଆତ୍ମ ହତ୍ୟା କରିବାକୁ ଉଦ୍ୟମ କଲେ ବିଦ୍ୟାଶ୍ରୀ

 Breaking News

ଫେସ୍‌ବୁକ୍‌ରେ ଲାଇଭ୍ କରି ଆତ୍ମ ହତ୍ୟା କରିବାକୁ ଉଦ୍ୟମ କଲେ ବିଦ୍ୟାଶ୍ରୀ

December 16
17:34 2020

ଭୁବନେଶ୍ୱର,୧୨୬/୧୨: ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଫେସ୍‌ବୁକ୍‌ରେ ଲାଇଭ୍ କରି ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଫେସ୍‌ବୁକ ଲାଇଭ୍ ମାଧ୍ୟମରେ ବିଦ୍ୟାଶ୍ରୀ ଏକାଧିକ ନିଦ ବଟିକା ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ।
ସୂଚନା ଅନୁଯାୟୀ, ଫେସ୍‌ବୁକ୍‌ରେ ଲାଇଭ୍ କରି ବିଦ୍ୟାଶ୍ରୀ କହିଛନ୍ତି କିଛି ଲୋକ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବାରୁ ସେ ଆତ୍ମହତ୍ୟା କରୁଛନ୍ତି ବୋଲି ଉକ୍ତ ଭିଡିଓରେ କହିଛନ୍ତି । ଭିଡିଓରେ ଏକ ଡାଇରି ଦେଖେଇ ସେ କହୁଛନ୍ତି ଯଦି ତାଙ୍କର କିଛି ହୋଇଯାଏ ତାହେଲେ ଡାଇରିରେ ଯେଉଁମାନଙ୍କ ନାଁ ରହିଛି ସେମାନେ ଦାୟି ହେବେ ବୋଲି ସେ କହିଛନ୍ତି ।
ତେବେ ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତର ଖାନାରେ ଭତ୍ତି କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031