Indus Valley Times

ଫ୍ୟାନରେ ଝୁଲିପଡିଲେ ସଫ୍ଟଓ୍ୱେୟାର ଇଞ୍ଜିନିୟର, ପ୍ରେମ ପାଇଁ ଜୀବନ ହାରିଥିବା ନେଇ ସନ୍ଦେହ

 Breaking News

ଫ୍ୟାନରେ ଝୁଲିପଡିଲେ ସଫ୍ଟଓ୍ୱେୟାର ଇଞ୍ଜିନିୟର, ପ୍ରେମ ପାଇଁ ଜୀବନ ହାରିଥିବା ନେଇ ସନ୍ଦେହ

ଫ୍ୟାନରେ ଝୁଲିପଡିଲେ ସଫ୍ଟଓ୍ୱେୟାର ଇଞ୍ଜିନିୟର, ପ୍ରେମ ପାଇଁ ଜୀବନ ହାରିଥିବା ନେଇ ସନ୍ଦେହ
August 21
11:08 2022

ଭୁବନେଶ୍ୱର ୨୧/୮: ଫ୍ୟାନରେ ଝୁଲିପଡିଲେ ସଫ୍ଟଓ୍ୱେୟାର ଇଞ୍ଜିନିୟର । ଭୁବନେଶ୍ୱର ଚନ୍ଦ୍ରେଶଖରପୁର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି ।
ମୃତ ଯୁବତୀଙ୍କ ନାମ ଶ୍ୱେତ ଉତ୍କଳ କୁମାରୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଶ୍ୱେତା ଉତ୍କଳ କୁମାରୀ ଇନ୍ଫୋସିସ୍ରେ ସଫ୍ଟଓ୍ୱେୟାର ଇଞ୍ଜିନିୟର ଭାବ କାମ କରନ୍ତି । ହେଲେ ଏବେ ସେ ରହୁଥିବା ଆପର୍ଟମେଣ୍ଟର କୋଠରୀରୁ ଝୁଲନ୍ତା ମୃତଦେହ ଠାବ ହୋଇଛି । ଘରେ ଲାଗିଥିବା ଫ୍ୟାନ୍ରୁ ଝୁଲନ୍ତା ମୃତଦେହ ଠାବ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।
ତେବେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ଆଉ କଣ ? ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ପୋଲିସ ପ୍ରେମ ପାଇଁ ଜୀବନ ହାରିଥିବା ନେଇ ସନ୍ଦେହ କରୁଛି । ଏନେଇ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ଡାକି ଥାନାରେ ଜେରା କରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031