Indus Valley Times

ବଲାସିଙ୍ଗା ମହୁଲମୂଳ ମହିମା ଆଶ୍ରମରେ ଚାଲିଥିବା ବିଶ୍ବ ଶାନ୍ତି ମହାଯଜ୍ଞରେ ଯୋଗଦେଲେ ବୌଦ୍ଧ ଜିଲ୍ଲାପାଳ

 Breaking News

ବଲାସିଙ୍ଗା ମହୁଲମୂଳ ମହିମା ଆଶ୍ରମରେ ଚାଲିଥିବା ବିଶ୍ବ ଶାନ୍ତି ମହାଯଜ୍ଞରେ ଯୋଗଦେଲେ ବୌଦ୍ଧ ଜିଲ୍ଲାପାଳ

ବଲାସିଙ୍ଗା ମହୁଲମୂଳ ମହିମା ଆଶ୍ରମରେ ଚାଲିଥିବା ବିଶ୍ବ ଶାନ୍ତି ମହାଯଜ୍ଞରେ ଯୋଗଦେଲେ ବୌଦ୍ଧ ଜିଲ୍ଲାପାଳ
March 12
10:16 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୩ : ସୋମବାର ବିଳମ୍ବିତ ରାତି ଘ.୧୦.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ବଲାସିଙ୍ଗା ମହୁଲମୂଳ ମହିମା ଆଶ୍ରମ ଠାରେ ଧୁନି ମନ୍ଦିର ପ୍ରତିଷ୍ଠା ଅବସରରେ ଚାଲିଥିବା ବିଶ୍ବ ଶାନ୍ତି ମହାଯଜ୍ଞରେ ଯୋଗ ଦେଇଥିଲେ ।
ଜିଲ୍ଲାପାଳ ସେଠାରେ ପହଞ୍ଚିବା ପରେ ମହିମା ସାଧୁ, ଯଜ୍ଞ କମିଟି ସଦସ୍ୟ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଅଧିକାରୀ ମାନଙ୍କୁ ସ୍ବାଗତ କରାଯାଇଥିଲା ।
ଧୁନିମଣ୍ଡପ , ଆଶ୍ରମ ଓ ଯଜ୍ଞ ସ୍ଥଳ ଜିଲ୍ଲାପାଳ ପରିଦର୍ଶନ କରିଥିଲେ ଜ୍ଝ ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930