Indus Valley Times

ବିଏମସିର ନୂଆ ବିଲଡିଂ ଓ ହବ୍‌ ପରିଦର୍ଶନ କଲେ ୫-ଟି ସଚିବ

 Breaking News

ବିଏମସିର ନୂଆ ବିଲଡିଂ ଓ ହବ୍‌ ପରିଦର୍ଶନ କଲେ ୫-ଟି ସଚିବ

August 22
10:56 2022

ଭୁବନେଶ୍ୱର, ୨୨/୮: ITଟାୱାର ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ସତ୍ୟନଗର ଏବଂ ଓ ହବ୍ ରେ ବିଏମ୍ସିର ନୂତନ ବିଲ୍ଡିଂ ପରିଦର୍ଶନ କରିଛନ୍ତି ୫-ଟି ସଚିବ ।
ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫-ଟି ସଚିବ । ଭୁବନେଶ୍ୱରରେ MNC ଦ୍ୱାରା ଏତେ ବଡ ବିକାଶ କେନ୍ଦ୍ର ଖୋଲାଯିବ ।
ଯେଉଁଥିରେ ଯୁବକମାନଙ୍କ ଲାଗି ବଡ ଚାକିରି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି । ଉଭୟ MNC ପ୍ରଥମ ଥର ପାଇଁ ଓଡିଶାରେ ପାଦ ରଖିଛନ୍ତି ।
ଉଭୟ କେନ୍ଦ୍ର ୨୦୨୨ ଅକ୍ଟୋବର ମଧ୍ୟ ଭାଗ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁଥିରେ ମିଟିଂ, କ୍ୟାଣ୍ଟିନ୍ ଏବଂ ପାର୍କିଂ ନିର୍ମାଣ ଉପରେ ଗୁରୁତ୍ବ ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031