Indus Valley Times

ବିଧାନସଭାରେ ପୁଣି ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

 Breaking News

ବିଧାନସଭାରେ ପୁଣି ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ବିଧାନସଭାରେ ପୁଣି ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି
November 25
12:29 2022

ଭୁବନେଶ୍ୱର, ୨୫/୧୧: ବିଧାନସଭା ଶୀତ ଅଧିବେଶନର ଆଜି ଦ୍ଵିତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ହୋହଲ୍ଲା ଯୋଗୁଁ ଚାଲିପାରିଲାନି ପ୍ରଶ୍ନକାଳ । ଶୁନ୍ୟକାଳ ଆରମ୍ଭରୁ ପୁଣି ଗୃହରେ ଦେଖିବାକୁ ମିଳିଥିଲା ହଙ୍ଗାମା । ବିଧାନସଭାରେ ଚାଷୀ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧି ସଦସ୍ୟଙ୍କ ମୁହାଁମୁହିଁ ।
ଗୃହ ମଧ୍ୟଭାଗରେ ଜୋରଦାର ହୋହଲ୍ଲା ସହ ହଙ୍ଗାମା ହୋଇଥିଲା । ପୁଣିଥରେ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ହୋଇଛି ଗୃହ ।
ସୂଚନା ଥାଉକି, ବିଧାନସଭା ଆରମ୍ଭରୁ ହୋହଲ୍ଲା ହେବାରୁ ବାଚସ୍ପତି ସାଢେ ୧୧ ଟା ଯାଏଁ ଗୃହକୁ ମୁଲତବୀ କରିଥିଲେ । ପରେ ପ୍ରଶ୍ନକାଳ ଆରମ୍ଭରୁ ପୁଣିଥରେ ପରିସ୍ଥିତି ସମାନ ହୋଇଥିଲା। ଯେଉଁଥିପାଇଁ ବାଚସ୍ପତି ପୁଣିଥରେ ଗୃହ ମୁଲତବୀ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031