Indus Valley Times

ବିପଦ ସଙ୍କୁଳ ଅବସ୍ଥାରେ ଚାନ୍ଦପୁର ଯାତ୍ରୀ ବିଶ୍ରାମାଗାର

 Breaking News

ବିପଦ ସଙ୍କୁଳ ଅବସ୍ଥାରେ ଚାନ୍ଦପୁର ଯାତ୍ରୀ ବିଶ୍ରାମାଗାର

ବିପଦ ସଙ୍କୁଳ ଅବସ୍ଥାରେ ଚାନ୍ଦପୁର ଯାତ୍ରୀ ବିଶ୍ରାମାଗାର
November 24
19:14 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୪/୧୧:ବିପଦ ସଙ୍କୁଳ ଅବସ୍ଥାରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଯାତ୍ରୀ ବିଶ୍ରାମାଗାର । ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ନିଦ ଭାଙ୍ଗୁ ନାହିଁ। ବୋଧହୁଏ କୈାଣସି ଅଘଟଣ ଘଟିବା ପରେ ପ୍ରଶାସନର ଚେତା ପଶିବ । ଚାନ୍ଦପୁର ନୟାଗଡ଼ ଜିଲ୍ଲା ଏବଂ ଖୋର୍ଦ୍ଧା ଜିଲ୍ଲାର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ।
ଯେଉଁଠାରେ କି ଅଛି ଏସିଆ ମହାଦେଶର ଦିତୀୟ ସର୍ବବୃହତ ଯକ୍ଷ୍ମା ଡାକ୍ତରଖାନା। ଏହି ସ୍ଥାନରେ ଦୈନିକ ହଜାର ହଜାର ଯାତ୍ରୀ ବସ , ଟ୍ରେନ କୁ ଅପେକ୍ଷା କରନ୍ତି। କିନ୍ତୁ ସୁରକ୍ଷିତ ରେ ବସିବା ପାଇଁ ସ୍ଥାନ ଟିକେ ନାହିଁ।
ବିଶ୍ରାମାଗାର ସାପ , ଗୋଧି ପରି ଜିବଜନ୍ତୁ ବାସ ସ୍ଥାନ ହୋଇଥିବା ବେଳେ ନିଶା ଖୋର ମାନଙ୍କର ଆଡ୍ଡାସ୍ଥଳୀ ରେ ପରିଣତ ହୋଇଅଛି।ଏକ ସୁରକ୍ଷିତ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରିବା ପାଇଁ ଦାବି ରଖିଛନ୍ତି ନୟାଗଡ଼ ବିଜେପି ଜିଲ୍ଲା ସମ୍ପାଦକ ତାପସ ରଞ୍ଜନ ମାର୍ଥା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031