Indus Valley Times

ବୌଦ୍ଧ : ଅଚାନକ ଜିଲ୍ଲା ପାଠାଗାର ପରିଦର୍ଶନ କଲେ ଜିଲ୍ଲା ସଂସ୍କୃତି ଅଧିକାରୀ

 Breaking News

ବୌଦ୍ଧ : ଅଚାନକ ଜିଲ୍ଲା ପାଠାଗାର ପରିଦର୍ଶନ କଲେ ଜିଲ୍ଲା ସଂସ୍କୃତି ଅଧିକାରୀ

July 29
09:54 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୭: ବୌଦ୍ଧ ସହର ସ୍ଥିତ ଜିଲ୍ଲା ପାଠାଗାର ଶୁକ୍ରବାର ସନ୍ଧ୍ୟା ୭ଘଣ୍ଟା ଅଚାନକ ପରିଦର୍ଶନ କରଛନ୍ତି ବୌଦ୍ଧ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିବାଳା ରଣା ।ପରିଦର୍ଶନ କରି ପାଠକ ଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି ।
ପରୀକ୍ଷା ରେ କିଭଳି ଭଲ ନମ୍ବର ରଖି ପାସ କରିବେ ଓ ମବାଇଲ ଫୋନକୁ ଦୁରେଇ ରହି ମନଦେଇ ପାଠପଢିବାକୁ ପରାମର୍ଶ ଦେଇଥିଲେ ।
ଏହା ସହିତ ବିଭିନ୍ନ ପାଠ ପୁସ୍ତକ ଯୋଗାଇ ଦେବାକୁ କହିଥିଲେ ।ପରିଦର୍ଶନ ସମୟରେ ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର ରାଉତ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031