Indus Valley Times

ବୌଦ୍ଧ ରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ

 Breaking News

ବୌଦ୍ଧ ରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ

August 27
22:52 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ
ବୌଦ୍ଧ, ୨୭/୮: ବୌଦ୍ଧ ଜିଲ୍ଲାରେ କରୋନା ମହାମାରୀ ଧିରେ ଧିରେ କାୟା ବିସ୍ତାର କରି ଚାଲିଛି । ଗତ କିଛିଦିନ ହେବ ଜିଲ୍ଲାର ବିଭିନ୍ନ ଅଂଚଳରୁ ସଂକ୍ରମିତ ଚିହ୍ନଟ ହୋଇ ଚାଲିଛନ୍ତି । ସେହି କ୍ରମରେ ଆଜି ଜିଲ୍ଲାରୁ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ବୌଦ୍ଧ ସହରରୁ ୩ଟି, ବୌଦ୍ଧ ବ୍ଲକ ଜହ୍ନାପଙ୍କ ଗ୍ରାମରୁ ୧ଜଣ, ଓ ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମରୁ ୧ଜଣ ଏଭଳି ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲୋକେ ଯଦି ସଚେତନ ନହୁଅନ୍ତି ତେବେ ଖୁବ ଶିଘ୍ର ଜିଲ୍ଲାର ପରିସ୍ଥିତି ଜଟିଳ ହେବବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031