Indus Valley Times

ବୌଦ୍ଧ : ଷ୍ଟାଫ୍ ସିଲେକ୍ସନ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ

 Breaking News

ବୌଦ୍ଧ : ଷ୍ଟାଫ୍ ସିଲେକ୍ସନ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ

August 17
21:27 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୮ : ଅଦ୍ୟ ତା ୧୭.୦୮୨୦୨୨ ରିଖରେ ଅତିରକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଆଗାମୀ ୨୧ ତାରିଖ ଦିନ ଅନୁଷ୍ଠିତ ହେବାକୁଥିବା ଷ୍ଟାଫ ସିଲେକ୍ସନ ପରୀକ୍ଷା ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଡେପୁଟି କଲେକ୍ଟର ଝରଣା ପ୍ରଧାନ ପରୀକ୍ଷାର ପ୍ରସ୍ତୁତି ନିମନ୍ତେ ବିସ୍ତୃତ ଗାଇଡଲାଇନ ପାଠ କରିବାସହ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ତାହାର ଏକକିତା ନକଲ ପ୍ରଦାନ କରିଥିଲେ ।
ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ ପରୀକ୍ଷା ପାଇଁ ରହିଥିବା ନିୟମାପଳୀ ପାଠ କରିବା ସହିତ ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷା ଆୟୋଜନ କରିବାକୁ ପ୍ରସ୍ତୁତ ରହିବା ପାଇଁ ଅତିରିକ୍ତ ଜିଲାପାଳ ଶ୍ରୀମତୀ ବେହେରା ପରାମର୍ଶ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031