Indus Valley Times

ଭାରତ ପ୍ରଧାନ ମନ୍ତ୍ରୀଙ୍କ ପ୍ରରୋଚନାରେ ପୃଥିବୀ ଶାନ୍ତି ସଂସ୍ଥା ପାଇଁ ପ୍ରସ୍ତାବ ଆଲୋଚନା

 Breaking News

ଭାରତ ପ୍ରଧାନ ମନ୍ତ୍ରୀଙ୍କ ପ୍ରରୋଚନାରେ ପୃଥିବୀ ଶାନ୍ତି ସଂସ୍ଥା ପାଇଁ ପ୍ରସ୍ତାବ ଆଲୋଚନା

ଭାରତ ପ୍ରଧାନ ମନ୍ତ୍ରୀଙ୍କ ପ୍ରରୋଚନାରେ ପୃଥିବୀ ଶାନ୍ତି ସଂସ୍ଥା ପାଇଁ ପ୍ରସ୍ତାବ ଆଲୋଚନା
June 29
20:57 2025

ବରଦା ଦାସଙ୍କ ରିପୋର୍ଟ
କଟକ, ୨୯/୬ : ଜାତିସଂଘ ରେ ପୃଥିବୀ ଶାନ୍ତି ସଂସ୍ଥା ଭାରତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରରୋଚନାରେ ଗଠନ ପାଇଁ ଉଦ୍ୟମ ତ୍ୱରାନ୍ୱିତ କରିବାକୁ ବହୁ ବୁଦ୍ଧିଜିବୀ ମତ ପ୍ରକାଶ କରିଛନ୍ତି ।
ଥିଙ୍କର୍ସ କ୍ଲବ ର ୧୨୫ ତମ ଆଭ।ଶୀ ଆଲୋଚନା କାନାଡା ରୁ ବିଶିଷ୍ଟ ପ୍ରଶାସକ ବିବେକ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି ।
ଡ ଇ ନନ୍ଦ ନନ୍ଦନ ଦାସ,ଆଡମିର।ଲ ଜେନେରାଲ ଅତନୁ ପଟ୍ଟନାୟକ ବକ୍ତା ଭାବେ ଯୋଗଦେଇ ବିଶଦ ଭାବେ ଆଲୋଚନା କରି ପ୍ରସ୍ତାବ ଟିକୁ ସମର୍ଥନ କରିଥିଲେ ।
ଶ୍ରୋତା ମାନଙ୍କ ମଧ୍ୟରୁ ଦିପାୟନ ପଟ୍ଟନାୟକ,ଗୁରୁଗାଁ ରୁ ଦେବ,ସ୍ବଦେଶ ପଟ୍ଟନାୟକ,କୁଏତ ରୁ ବିଶ୍ବରଂଜନ, ଡ୍ ଆଶୁତୋଷ ମିଶ୍ର,ଉମାଶଙ୍କର ମିଶ୍ର, ପ୍ରଶାସକ ନିରଞ୍ଜନ ସାହୁ, ନିମାଇଁ ସ୍ୱାଇଁ,ବେଙ୍ଗାଳୁରୁ ରୁ ରାନୀ ସେନ,ଭାଗ୍ୟ,ଜାପାନୀ ମିତ୍ର, ଡ ବିଜୟ ସ୍ୱାଇଁ ପ୍ରମୁଖ ଆଲୋଚନା କରିଥିଲେ ।
ଥୀଙ୍କର୍ସ କ୍ଲବ ର ସଭାପତି ବରଦା ଦାସ ସଭା ସଂଯୋଜନା କରି ଏକ ସ୍ମରଣିକା ପ୍ରକାଶନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଅଧ୍ୟାପିକା ପୂର୍ଣ୍ଣିମା ମିତ୍ର ଶେଷରେ ସଭାର ସାରାଂଶ କହି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଜ୍ୟୋତି ମଲ୍ଲ ବୈଷୟିକ ପରିଚାଳନା କରିଥିଲେ ।
ଆସନ୍ତା ୬ ତାରିଖ ରେ ରୁଗ ବେଦ ସମ୍ପର୍କରେ ଆଲୋଚନା ରେ ଆଗ୍ରହୀ ବ୍ୟକ୍ତି ମାନେ ଯୋଗ ଦେଇ ପାରିବେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930